ପୁଣି ଝୁଲିଲା ବାୟୋମାଇନିଂ : ୯ ମାସରେ ଭୁଆସୁଣିକୁ ବନ୍ଦ ହେବ ତ ଆବର୍ଜନା ?

ଭୁବନେଶ୍ବର: ଏ ବର୍ଷ ହେବ ନାହିଁ ବାୟୋମାଇନିଂ ପ୍ରକଳ୍ପ। ଦୁଇ ଦିନ ତଳେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ସମାଧାନ କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ସ୍ପଷ୍ଟ ହୋଇଛି। କୌଣସି ପ୍ରାକ୍ ପ୍ରସ୍ତୁତି ନଥାଇ ବାୟୋମାଇନିଂ ପ୍ରକଳ୍ପର ଟେଣ୍ଡର୍‌ ବିଏମ୍‌ସି କାହିଁକି ଡାକିଥିଲା ଓ ଠିକାଦାରଙ୍କ ସହ କାହିଁକି ଚୁକ୍ତି କରିଥିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଗର ଉନ୍ନୟନ ବିଭାଗର ପ୍ରମୁଖ … Continue reading ପୁଣି ଝୁଲିଲା ବାୟୋମାଇନିଂ : ୯ ମାସରେ ଭୁଆସୁଣିକୁ ବନ୍ଦ ହେବ ତ ଆବର୍ଜନା ?